ବର୍ଷା_ପାଇଁ_୪_ଜିଲ୍ଲାରେ_ସ୍କୁଲ_ଛୁଟି

ବର୍ଷା_ପାଇଁ_୪_ଜିଲ୍ଲାରେ_ସ୍କୁଲ_ଛୁଟି

*ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ାରେ ସ୍କୁଲ ଛୁଟି*

*ସୁବର୍ଣ୍ଣପୁରରେ ଜିଲ୍ଲାରେ ବି ସମସ୍ତ ସ୍କୁଲ ଛୁଟି*

*ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି ଘୋଷଣା*

*ସ୍କୁଲ ସମେତ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର*

*ପ୍ରବଳ ବର୍ଷା ଯୋଗୁଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ*