ଗଣଶିକ୍ଷାମନ୍ତ୍ରୀଙ୍କ_ଇସ୍ତଫା_ଦାବି_କଲେ_ନବୀନ

ଗଣଶିକ୍ଷାମନ୍ତ୍ରୀଙ୍କ_ଇସ୍ତଫା_ଦାବି_କଲେ_ନବୀନ

*ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ*

*ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା*

*ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ନବୀନ*

*ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ*

*‘ପିଲାଙ୍କ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ଅଛି’*

*‘୨ରୁ ୩ ସପ୍ତାହ ହେଲାଣି ବିଜେଡି ଇସ୍ତଫା ଦାବି କରିଆସୁଛି’*

*‘ଧର୍ମେନ୍ଦ୍ରଙ୍କ ନିକଟରୁ ଶିଖନ୍ତୁ ନିତ୍ୟାନନ୍ଦ ଗଣ୍ଡ*