ବହି ତ୍ରୁଟି ସନ୍ଦର୍ଭରେ ଗଣଶିକ୍ଷାମନ୍ତ୍ରୀଙ୍କୁ ଅଲଟିମେଟମ ଦେଲେ ପିସିସି ସଭାପତି ଭକ୍ତ ଦାସ। ନିଜ ଆଡୁ ଇସ୍ତଫା

ବହି ତ୍ରୁଟି ସନ୍ଦର୍ଭରେ ଗଣଶିକ୍ଷାମନ୍ତ୍ରୀଙ୍କୁ ଅଲଟିମେଟମ ଦେଲେ ପିସିସି ସଭାପତି ଭକ୍ତ ଦାସ। ନିଜ ଆଡୁ ଇସ୍ତଫା

*ବହି ତ୍ରୁଟି ସନ୍ଦର୍ଭରେ ଗଣଶିକ୍ଷାମନ୍ତ୍ରୀଙ୍କୁ ଅଲଟିମେଟମ ଦେଲେ ପିସିସି ସଭାପତି ଭକ୍ତ ଦାସ। ନିଜ ଆଡୁ ଇସ୍ତଫା ନଦେଲେ ଓଡ଼ିଶା ବନ୍ଦ କରିବୁ ବୋଲି ଦେଲେ ଚେତାବନୀ। ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରନ୍ତୁ। ତ୍ରୁଟିପୂର୍ଣ୍ଣ ବହି ଛାପି ସରକାର ଅପରାଧ କରିଛନ୍ତି। ନୂଆ ବହି ନଆସିବା ଯାଏ ସରକାର ତ୍ରୁଟିପୂର୍ଣ୍ଣ ବହି ପଠାନ୍ତୁନି। ନୂଆ ବହି ଜେରକ୍ସ କରି ଦିଅନ୍ତୁ ନଚେତ ଅନଲାଇନରେ ଦେବାକୁ ଦାବି କଲେ ଭକ୍ତ।*