*ବିମାନରେ ଆସିବ ମରଶରୀର...*

*ବିମାନରେ ଆସିବ ମରଶରୀର...*

*-ମଧ୍ୟପ୍ରଦେଶରୁ ବିମାନରେ ଆସିବ ୭ ଓଡ଼ିଆଙ୍କ ମରଶରୀର*

*-ସମସ୍ତ ବିମାନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର*

*-ମୃତକଙ୍କ ପରିବାରକୁ ପହଞ୍ଚି ସୂଚନା ଦେଲେ ରାଜ୍ୟ ସରକାରଙ୍କ ପ୍ରତିନିଧି*