ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଚିକିତ୍ସାଧୀନ ଅବସ୍ଥାରେ ୮୮ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

ଓଡ଼ିଆ ସଙ୍ଗୀତ ଜଗତର ସେ ଥିଲେ ସୁନାମଧନ୍ୟ କଣ୍ଠଶିଳ୍ପୀ 

୧୯୩୮ ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିଲେ

ପାଞ୍ଚ ଦଶନ୍ଧି ଧରି ସଙ୍ଗୀତ ଜଗତରେ ସକ୍ରିୟ ଥିଲେ

ଓଡ଼ିଆ ଚଳଚ୍ଚିତ୍ର ମା'ରେ ପ୍ରଥମ ଥର କଣ୍ଠଦାନ କରିଥିଲେ