ବାଲେଶ୍ୱର ଜିଲ୍ଲାର ଅତ୍ୟଧିକ ଲଗାଣ ବର୍ଷା ହେତୁ ଜିଲ୍ଲାର 12 ଟି ବ୍ଲକର କ୍ଷତି ହୋଇଛି,

ବାଲେଶ୍ୱର ଜିଲ୍ଲାର ଅତ୍ୟଧିକ ଲଗାଣ ବର୍ଷା ହେତୁ ଜିଲ୍ଲାର 12 ଟି ବ୍ଲକର କ୍ଷତି ହୋଇଛି,

ବାଲେଶ୍ୱର ଜିଲ୍ଲାର ଅତ୍ୟଧିକ ଲଗାଣ ବର୍ଷା ହେତୁ ଜିଲ୍ଲାର 12 ଟି ବ୍ଲକର କ୍ଷତି ହୋଇଛି,ବାଲେଶ୍ୱର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ, ଓ କମିଶନର କେ. ସୁଦରସନ ଚକ୍ରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି, ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରିରହିଛି, ଓ ଲୋକଙ୍କୁ ରନ୍ଧା ଖାଦ୍ୟ, ପିଇବାକୁ ପାଣି ଯୋଗାଇଦିଆଯାଇଛି, ସମ୍ପୂର୍ଣ ଜିଲ୍ଲାର ଚାଷ ଓ ଧାନ ଗଛ, ବିଲରେ ଘାଇ ହୋଇଛି ଅଧିକ, କିଛି ମାଟିଘର ଭାଙ୍ଗି ଯାଇଛି, ପ୍ରଶାସନ ଅଧିକ ତତ୍ପରତା ହୋଇଛି, ଚାଷ କ୍ଷତି ହୋଇଛି, ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି, ତଳି ବହୁତ ନଷ୍ଟ ହୋଇଛି,

ବାଲେଶ୍ୱର ଜିଲ୍ଲାପ୍ରତିନିଧି ରଘୁନାଥ ନାୟକ