ବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ.

ବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ.

*ବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ...* *-ବରଗଡ଼: ଟୋକନ୍‌ ସମସ୍ୟାରୁ ବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ* *-ଟୋକନ ପାଉନଥିବା ଅଭିଯୋଗ କରି ଡିଆର୍‌ସିଏସ୍‌ ଅଫିସ୍ ଘେରିଲେ ଚାଷୀ* *-ଧାନ ଅମଳ ତୁଳନାରେ ଆବଶ୍ୟକ ଟୋକନ ପାଉନଥିବା ଚାଷୀଙ୍କ ଅଭିଯୋଗ* *-ପରବର୍ତ୍ତୀ ସମୟରେ ଚାଷୀଙ୍କ ହାତରୁ ବୋତଲ ଛଡ଼ାଇନେଲା ପୋଲିସ*