ବ୍ୟାଙ୍କ ଅଫ୍ ବରୋଦାର ନୂତନ ଜାଗମରା ଶାଖା ଉଦ୍ଘାଟନ ଦ୍ବାରା ଓଡିଶାରେ ବ୍ୟାଙ୍କର ସ୍ଥିତି ଆହୁରି ସୁଦୃଢ
କଟକ : ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ୱର ଅଞ୍ଚଳରେ ନୂତନ ଜାଗମରା ଶାଖାର ଉଦ୍ଘାଟନ କରି
ଓଡିଶାରେ ନିଜର ବ୍ୟାଙ୍କିଙ୍ଗ୍ ସେବାକୁ ଆହୁରି ସୁଦୃଢ କରିପାରିଛି ରିଛି। ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନ ନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୂକାରୀ ଡଃ ଦେବଦତ୍ତ ଦତ୍ତ ଚାନ୍ଦ এই ନୂତନ ଶାଖାର ଉଦ୍ଘାଟ କରିଥିଲେ। ଏହି ନୂତନ ଶାଖା ସହିତ ବ୍ୟାଙ୍କର ଭୁବନେଶ୍ଵର ଅଞ୍ଚଳରେ ମୋଟ୍ ଶାଖା ସଂଖ୍ୟା ୩୫୨କୁ ବୃଦ୍ଧି ପାଇଥିବା ବେଳେ ଓଡିଶାରେ ଏହାର ଶାଖା ସଂଖ୍ୟା ୨୧୦କୁ ବୃଦ୍ଧି ପାଇଛି। ଏହା ରାଜ୍ୟରେ ସମସ୍ତ ବର୍ଗର ଗ୍ରାହକଙ୍କୁ ସୁବିଧାଜନକ ଓ ଗ୍ରାହକ-କୈନ୍ଦ୍ରିକ ସେବା ପ୍ରଦାନ କରିବା ପ୍ରତି ବ୍ୟାଙ୍କର ଦୃଢ ପ୍ରତିବଦ୍ଧତାକୁ ପୁନର୍ବାକ୍ତ କରୁଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ଵର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ତଥା ମହାପ୍ରବନ୍ଧକ ଶରତ କୁମାର ପାଣିଗ୍ରାହୀ, ଭୁବନେଶ୍ୱର କ୍ଷେତ୍ରର ଉପ-ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ମୁଖ୍ୟ ସତ୍ୟ ରଞ୍ଜନ ମହାପାତ୍ର, ଉପ-ମହାପ୍ରବନ୍ଧକ ଦେବୀ ପ୍ରସାଦ ମହାନ୍ତି (ବ୍ୟବସାୟିକ ବିକାଶ), ଉପ-ମହାପ୍ରବନ୍ଧକ ରାକେଶ ଝା (କମ୍ପ୍ଲିଆନ୍ସ ଆଣ୍ଡ୍ ଆସୁରାନ୍ସ) ଏବଂ ଉପ–ମହାପ୍ରବନ୍ଧକ ଏବଂ ଜେଡ୍ଆଇଏଡି ମୁଖ୍ୟ ଜଗଜୀବନ ମହାପାତ୍ରଙ୍କ ସମେତ ମୁଲ୍ୟବାନ ନ ଗ୍ରାହକ ଓ ଓ ସମ୍ମାନି ମ୍ମାନିତ ଅତିଥ୍ ଉପସ୍ଥିତ ଥିଲେ।
ଏହି ଅବସରରେ ପରି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଚାନ୍ଦ କହିଥିଲେ ଯେ ଶାଖା ନେଜ୍ୱର୍କର ବିସ୍ତାର ହେଉଛି ଗ୍ରାହକମାନଙ୍କ ନିକଟରେ ବ୍ୟାଙ୍କିଙ୍ଗ୍ ସେବାକୁ ଅ ଅଧୂକ ସୁବିଧାଜନକ କରିବାର ଏକ ଗୁରତ୍ନପଣ୍ଡ প্রশ্ন। ଓଡିଶା ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ସ୍ଥାନ ଅଟେ ଏବଂ ବିସ୍ତାରିତ ଓ ଡିଜିଟାଲ ନେଟ୍ୱର୍କ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଆହୁରି ସୁଦୃଢ କରିବା ପାଇଁ ବ୍ୟାଙ୍କ ସର୍ବଦା ପ୍ରତିବଦ୍ଧ ବୋଲି ସେ କହିଥିଲେ।


admin 
