*ଆଜି ମହିଳାଙ୍କ ପାଇଁ ମାଗଣା ଆମ ବସ୍ ସେବା*
*- ରାକ୍ଷୀ ଅବସରରେ ଆଜି ମହିଳାଙ୍କ ପାଇଁ ମାଗଣା ‘ଆମ ବସ୍’ ସେବା*
*- CRUT ପକ୍ଷରୁ ମହିଳାଙ୍କ ପାଇଁ ଆମ ବସ୍ରେ ମାଗଣା ଯାତ୍ରା ଘୋଷଣା*
*- ଭୁବନେଶ୍ୱର, କଟକ, ପୁରୀ, ରାଉରକେଲାରେ ‘ମାଗଣା ଆମ ବସ୍’ ସେବା*
*- ଆଜି ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ- CRUT*
*- ଆଜି ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ- CRUT*

admin 