ରତ୍ନ ନିଖୋଜ; ଥାନାରେ ଏତଲା
*-ପୁରୀ: ରତ୍ନ ଭଣ୍ଡାରରୁ ୩ଟି ରତ୍ନ ନ ମିଳିବା ନେଇ ଥାନାରେ ଏତଲା*
*-ସିଂହଦ୍ୱାର ଥାନାରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏତଲା*
*-୩ଟି ରତ୍ନ ନିଖୋଜ ଥିବା ଜଷ୍ଟିସ୍ ରଥ ମିଡିଆରେ କହିଲା ପରେ ଏତଲା*
*-ନିଖୋଜ ରତ୍ନର ତଦନ୍ତ କରିବା ପାଇଁ ଜଗନ୍ନାଥ ସେନା ପକ୍ଷରୁ ଦାବି*
*-ତଦନ୍ତ ସଠିକ୍ ଭାବେ ନହେଲେ ସିବିଆଇର ଦ୍ୱାରସ୍ଥ ହେବାକୁ ଚେତାବନୀ*


admin 
