ରାଷ୍ଟୀୟଏକତା ଦିବସରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଙ୍କ ସଂଯୋଜନା ରେ ଗଣ ଦୌଡ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା
ରାଷ୍ଟୀୟଏକତା ଦିବସରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଙ୍କ ସଂଯୋଜନା ରେ ଗଣ ଦୌଡ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା
ଭାରତର ଲହୈମାନଵ ଅଖଣ୍ଡ ଭାରତ ର ନିର୍ମାତା ଭାରତ ରତ୍ନ ସର୍ଦାର ପଟେଲ ଙ୍କ ଜୟନ୍ତୀ ରେ ସାରା ଭାରତ ରେ ରାଷ୍ଟୀୟ ଏକତାଦିବସ ପାଳନ ଅବସରରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଙ୍କ ସଂଯୋଜନା ରେ ଚନ୍ଦନନଗର ପଦ୍ମ ଲୋଚନ ବିଦ୍ୟାପୀଠ ରୁ ଗଣ ଦୌଡ ର ଶୁଭ ଆରମ୍ଭା କରଯାଇଥିଲା, ଏହି ଗଣ ଦୌଡ଼ ନୂତନ ଥାନା ନିକଟରେ ଶେଷ ହୋଇଥିଲା
ଏହିଗଣ ଦୌଡ ଶେଷରେ ଏକ ପଥ ପ୍ରାନ୍ତ ସଭା ରେ ଏହାର ଉଦେଶ୍ୟ ସମ୍ପର୍କ ରେ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ବିସ୍ତୁତ୍ୱ ଭାବେ ଛାତ୍ର ଛାତ୍ରୀ ଓ ସମବେଦ ଜନତାଙ୍କୁ ଅବଗତ କରିଥିଲେ
ପରେ ପରେ ପଦ୍ମଲୋଚନ ବିଦ୍ୟା ପୀଠ ଚନ୍ଦନନଗର ଓ ନିମପୁର ହାଇସ୍କୁଲ ପରିସରରେ ଥାନା ତରଫରୁ ଛତ୍ର ଛତ୍ରୀ ମାନଙ୍କର ବିଭିନ୍ନ ବିଭାଗ ର ପ୍ରତିଯୋଗୀତା କରାଯାଇଥିଲା ଶେଷରେ କୃତିଛତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା
ରାଷ୍ଟୀୟ ଏକତା ଦିବସପାଳନ ର ଆବଶ୍ୟକକତା ଓ ଓଡିଶା ସମେତ ଅଖଣ୍ଡ ଭାରତ ପାଇ ଆଜିର ସମାଜରେ କଣ ଅବଶେକତା ସମକରେ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ, ଅନେକ ଉପlଦେୟ ତଥ୍ୟ ସମବେତ ଜନତା ଓ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ, ପଦ୍ମଲୋଚନ ବିଦ୍ୟାଳୟ
ର ପ୍ରଧାନଶିକ୍ଷକ ହେମନ୍ତ କୁମାର ରାଉତ ନିମ ପୁର,ଶାସନର ପ୍ରଧାନ ଶିକ୍ଷକ ତପନ କୁମାର ରାୟ
ଛାତ୍ରଛାତ୍ରୀ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ପାଇ ଥାନା ଅଧିକାରୀ ମାନଙ୍କୁ ଅନେକ ପ୍ରଶଂସା କରିଥିଲେ
ଏହି କାର୍ଯ୍ୟକ୍ରମ ରେ ବ୍ଲକ ସୋସିଆଲ ଅଡିଟ ୟୁନିଟ ର ରାଜ୍ୟ ସମ୍ପାଦକ, ତଥା ଉତିକଣ ବିକାଶ ପାଇ ଗଠିତ ନୂତନ ବ୍ଲକ /ତହସିଲ ପାଇ ଦାବି ଗଠିତ ଉତିକଣ ସ୍ୱଭିମାନ ମଞ୍ଚ ର ସଂଯୋଗକ ସମାଜ ସେବି ନଳିନୀ କାନ୍ତ ସ୍ୱାଇଁ, ଯୁବନେତା, ତଥା 17ନମ୍ବର ଜୋନ ମଣ୍ଡଳ ସଭାପତି ସ୍ୱlଗତ ଦାଶ, ଯୁବ ନେତା ତ୍ରିଲୋଚନ ସ୍ୱାଇଁ, ଯୁବ ନେତା ହୁଷିକେଶ ଜେନା,18ନମ୍ବର ଜିଲ୍ଲା ପରିଷଦ ମଣ୍ଡଳ ସଭାପତି ଉଦୟ ଶଙ୍କର ଦାସ, ଯୁବ ନେତା ସଙ୍ଗମ ନାୟକ, ସମୀର ପ୍ରଧାନ, ହିମଶୁ କୁଣ୍ଡ, ଭୀମସେନ, ରାକେଶ ନାୟକ, ପ୍ରଦୀପ ପ୍ରଧାନ ବିପିନ ନାୟକ,ବ୍ରଜ କିଶ୍ବର ପ୍ରଧାନ ଦୁଇ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଉତିକଣ ଅଂଚଳ ର ବହୁ ସମାଜ ସେବି, ଯୁବ ଛତ୍ର ମହିଳା ସାମିଲୀ ହୋଇଥିଲେ
ଶେଷରେ ଥାନା ଅଧିକାରୀ ଙ୍କ ଏଭଳି କାର୍ଯ୍ୟକ୍ରମ ପାଇ ଅଂଚଳ ତରଫରୁ ସବୁ ମହଲରୁ ଧନ୍ୟବାଦ ଶୁଭେଚ୍ଛା ର ସୁଅ ଛୁଟୁଛି



