*ଅସ୍ତ୍ରବିରତି ପାଇଁ ଭାରତ ପାକିସ୍ତାନ ରାଜି ଟ୍ରମ୍ପ୍.*

*ଅସ୍ତ୍ରବିରତି ପାଇଁ ଭାରତ ପାକିସ୍ତାନ ରାଜି ଟ୍ରମ୍ପ୍.*
*-ଭାରତ-ପାକିସ୍ତାନକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ସୂଚନା*
*-ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି କହିଲେ*
*-‘ଏକ୍ସ’ରେ ଏନେଇ ଟ୍ରମ୍ପ୍ ଦେଲେ ବଡ଼ ସୂଚନା*
*-ଦୁଇ ଦେଶ ସହ ମଧ୍ୟସ୍ଥତା ପରେ ସହମତି ନେଇ ଜଣାଇଲେ*
*-ତୁରନ୍ତ ଅସ୍ତ୍ରବିରତି ନେଇ ଉଭୟ ଦେଶ ରାଜି ବୋଲି ଲେଖିଲେ*
*-ସହମତି ପାଇଁ ଦୁଇ ରାଷ୍ଟ୍ରକୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ.*
*-ଟ୍ରମ୍ପଙ୍କ ଟ୍ବିଟ୍ ନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନି*