*ଶିକ୍ଷକ ଆନ୍ଦୋଳନ ସ୍ଥଗିତ*
*-୨୧ ଦିନ ପରେ ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ*
*-ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତିର ବୈଠକ ପରେ ହଟିଲା*
*-ଆଠଟି ସଂଗଠନ ନେତୃବୃନ୍ଦକୁ ନେଇ ବୈଠକ ପରେ ହଟିଲା ଆନ୍ଦୋଳନ*
*-ଘଣ୍ଟାଏରୁ ଅଧିକ ସମୟ ବୈଠକ ପରେ ସ୍ଥଗିତ ରହିଲା ଆନ୍ଦୋଳନ*
*-ସରକାରଙ୍କ ପକ୍ଷରୁ ଆନ୍ଦୋଳନ ସ୍ଥଗିତ ଅନୁରୋଧ କରାଯାଇଥିଲା*
*-ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଲେ ସଂଗଠନ*


admin 
