*ଝାରସୁଗୁଡା ମୁନିସିପାଲିଟି ଚେୟାରମ୍ୟାନଙ୍କୁ ନୋଟିସ୍‌*

*ଝାରସୁଗୁଡା ମୁନିସିପାଲିଟି ଚେୟାରମ୍ୟାନଙ୍କୁ ନୋଟିସ୍‌*

*-ଝାରସୁଗୁଡା ମୁନିସିପାଲିଟି ଚେୟାରମ୍ୟାନ ରାଣୀ ହାତୀଙ୍କୁ ଭିଜିଲାନ୍ସ ନୋଟିସ୍‌*

*-ଆସନ୍ତା ୮ ତାରିଖରେ ଝାରସୁଗୁଡ଼ା ଭିଜିଲାନ୍ସ ଅଫିସ୍‌ରେ ହାଜର ନିର୍ଦ୍ଦେଶ*

*-୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ହେରଫେର ଅଭିଯୋଗ*

*-୪୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ନେଇ ହେବ ପଚରାଉଚରା*