ସୁଶାନ୍ତ ସିଂଙ୍କ ପରଲୋକ

ସୁଶାନ୍ତ ସିଂଙ୍କ ପରଲୋକ

*-ବରଗଡ଼: ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ*

*-ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ*

*-ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଲେ*

*-ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ସୁଶାନ୍ତ ସିଂ*

*-ଭଟ୍‌ଲିରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ*

*-ବିଜେଡି ସରକାରରେ ମନ୍ତ୍ରୀ ଥିଲେ ସୁଶାନ୍ତ ସିଂ*