*ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ଧାମ ଶବ୍ଦ*
*-ଧାମ ଶଦ୍ଦ ହଟିବା ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା*
*-ବଙ୍ଗରେ ସରକାର ଗଠନ ପରେ ଓଡ଼ିଶା ସରକାର ଆରମ୍ଭ କରିବେ ଉଦ୍ୟମ*
*-ହଜାର ହଜାର ଜଗନ୍ନାଥ ମନ୍ଦିର ଅଛି , କିନ୍ତୁ ସବୁ ଧାମ ନୁହେଁ*
*-ମମତା ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଥିଲେ*
*-ବଙ୍ଗାଳୀ ଭକ୍ତଙ୍କୁ ପୁରୀ ଆସିବାକୁ ମନା କରାଯାଇଥିଲା , ଫଳ ମମତା ଭୋଗିଛନ୍ତି*


admin 
