*୨୨ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା*
*-୨୨ ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଲେ ସରକାର*
*-ଏନେଇ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ*
*-ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବ୍ୟାପକ କ୍ଷୟ କ୍ଷତି ହୋଇଛି’*
*-ବାଲେଶ୍ୱରକୁ ୨୨.୦୩, ଯାଜପୁରକୁ ୨୦.୨୦, ଭଦ୍ରକକୁ ୨୦.୧୨ କୋଟି*
*-ଆଜି ୫ଟା ସୁଦ୍ଧା ବିଭିନ୍ନ ବିଭାଗର ଚୂଡ଼ାନ୍ତ କ୍ଷୟ କ୍ଷତି ରିପୋର୍ଟ ଆସିଯିବ*


admin 
