ପାରିଶ୍ରମିକ ରେ ଅସନ୍ତୁଷ୍ଟ ହୋଇ ଠିକା ସଂସ୍ଥା ବିରୁଧରେ ଏକାଠି ହୋଇ ମନୋମୋହନ ସାମଲ୍ ଙ୍କୁ ଦେଖା କଲେ ରାଜ୍ୟ 108 କର୍ମଚାରି ଆମ୍ବୁଲାନ୍ସ ମହା ସଂଘ

ପାରିଶ୍ରମିକ ରେ ଅସନ୍ତୁଷ୍ଟ ହୋଇ ଠିକା ସଂସ୍ଥା ବିରୁଧରେ ଏକାଠି ହୋଇ ମନୋମୋହନ ସାମଲ୍ ଙ୍କୁ ଦେଖା କଲେ ରାଜ୍ୟ 108 କର୍ମଚାରି ଆମ୍ବୁଲାନ୍ସ ମହା ସଂଘ

ଅଲ୍ ଓଡିଶା 108 କର୍ମଚାରୀ ମହା ସଂଘ ଆଜି ଭୁବନେଶ୍ୱର ବିଜେପି ପାର୍ଟୀ

 ଅଫିସ୍ ରେ ଓଡ଼ିଶା ବିଜେପି ର ସଭାପତି ମନୋମୋହନ ସାମଲ୍ ଙ୍କୁ ଭେଟିଛନ୍ତି ସାରା ଓଡ଼ିଶା ରୁ ଏକ ହଜାର ରୁ ଉର୍ଦ୍ଧ 108 ଆମ୍ବୁଲାନ୍ସ କର୍ମଚାରୀ ଠିକା ସଂସ୍ଥା ଉପରେ ଅସନ୍ତୁଷ୍ଟ ହୋଇ ବିଜେପି ଅଫିସ୍ କୁ ଆସିଛନ୍ତି 12 ଘଣ୍ଟା ଖଟେଇ 8 ଘଣ୍ଟା ର ଦରମା ଦଉଥିବାରୁ ସମସ୍ତ କର୍ମ ଚାରି ଠିକା ସଂସ୍ଥା କୁ ବିରୋଧ କରିବା ସହ ନୂଆ ଠିକା ସଂସ୍ଥା ଆସିବାକୁ ରାଜ୍ୟ ସଭାପତିଙ୍କୁ ଦାବୀ ପତ୍ର ଦେଇଛନ୍ତି କରୋନ ଓ ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ରେ ଲୋକଙ୍କ ଜୀବନ ବଞ୍ଚାଇ ଲୋକଙ୍କୁ ଚିକିସ୍ଥା ସେବା ଦେବା ଏମାନଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ଥିଲା, ଓଡ଼ିଶା ରେ ଚାରି କୋଟି ଜନତା ଙ୍କୁ 1106 ଖଣ୍ଡ ଆମ୍ବୁଲାନ୍ସ ଗାଡ଼ି ସେବା ପ୍ରଦାନ ପାଇଁ ଦେଇଛନ୍ତି , କିନ୍ତୁ 160 ଖଣ୍ଡ ଗାଡ଼ି ଠିକା ସଂସ୍ଥା କାଟି ନେଇଛନ୍ତି, ଅବଶ୍ୟ ଗାଡ଼ିରେ ଠିକା ସଂସ୍ଥା ଅଧିକ ସମୟ ଖଟେଇ ବା ସହିତ ପାରିଶ୍ରମିକ ଦଉ ନାହିଁ, ନୂଆ ଠିକା ସଂସ୍ଥା ଆସିବା ସହିତ ଦୈନିକ ଆଠ ଘଣ୍ଟା ପରିଶ୍ରମ କରିବାକୁ 108 ଆମ୍ବୁଲାନ୍ସ କର୍ମଚାରି ସଂଘ ର ସଭାପତି ସୋବୋଧ ନାଥ ଶର୍ମା ଓ ଉପ ସଭାପତି କ୍ରିଷ୍ଣା ଚନ୍ଦ୍ର ନାୟକ ବିଜେପି କର୍ଯ୍ୟାଳୟ ରେ ରାଜ୍ୟ ସଭାପତି ମନୋ ମୋହନ୍ ସାମଲ୍ ଙ୍କୁ ଭେଟି ଅନୁରୋଧ କରିଛନ୍ତି