ବହୁ ଚର୍ଚିତ ଗ୍ରାହାମଷ୍ଟେନ୍ ହତ୍ୟା ମାମଲାରେ ଦେଲରେ ବନ୍ଦୀଖିବା ଦାରା ସିଂଙ୍କୁ ଗାନ୍ଧୀ ଜୟନ୍ତୀ ରାଜ୍ୟ ସରକାର ମୁକ୍ତ କରିବାକୁ ରୀଷ୍ଟ୍ରୀୟ ଦାରାସେନା ତରଫରୁ ଦାବି

ବହୁ ଚର୍ଚିତ ଗ୍ରାହାମଷ୍ଟେନ୍ ହତ୍ୟା ମାମଲାରେ ଦେଲରେ ବନ୍ଦୀଖିବା ଦାରା ସିଂଙ୍କୁ ଗାନ୍ଧୀ ଜୟନ୍ତୀ ରାଜ୍ୟ ସରକାର ମୁକ୍ତ କରିବାକୁ ରୀଷ୍ଟ୍ରୀୟ ଦାରାସେନା ତରଫରୁ ଦାବି କରାଜାଇଚି ା ଆଜି ବୁଲାନାଇ ସେବା ସଦନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମରକ୍ଷକ ଶ୍ରୀ ଦାରା ସେନାର ରାଷ୍ଟ୍ରୀୟ ସଭାପତି ଶ୍ରୀ ମୁକେଶ ଜୈନ ଏହି ଗାନ୍ଧୀ ଜୟନ୍ତୀ ଉପରେ ଧର୍ମଶାଳା ଶ୍ରୀ ଦାରା ସିଂଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ଏହି ଅବସରରେ ସାମ୍ବାଦିକମାନଙ୍କୁ ସମ୍ବୋଧୃତ କରି ଶ୍ରୀ ଜୈନ କହିଛନ୍ତି ଯେ ଏହି ମାସରେ ଜନ୍ତର ମନ୍ତ୍ର ଦିଲ୍ଲୀରେ ଏକ ଡଜନରୁ ଅଧିକ ହିନ୍ଦୁ ସଂଗଠନ ପ୍ରଦର୍ଶନ କରିଥିଲେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରଯାଇଚି ବୋଲି ଶ୍ରୀ ଜୈନ ପ୍ରକାଶ କରିଛନ୍ତି ା ଏହି ଅବସରରେ ବିଶ୍ବମୁକ୍ତି ସଂଗଠନର ସମ୍ପାଦକ
ଶଶାଙ୍କ ଚୂଡ଼ାମଣି ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଦାରା ସିଂଙ୍କୁ ମୁକ୍ତ କରିବା ସହ ତତ୍କାଳିନ ରୀଜ୍ୟ ସରକାର ଶ୍ରୀ ଜୈନଙ୍କ ଉପରେ କରିଥିବା ସମସ୍ତ ମକଦମା ପ୍ରତ୍ୟାହାର କରିବା ସହ ସନ୍ଥ ଆଶାରାମ ବାପୁଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ ା ସାମ୍ବାଦିକ ସମ୍ମିଳନୀରେ ମହନ୍ତ ବିଷ୍ଣୁ ଗିରି ମହାରାଜ,
ଜୁନା ଆଖଡ଼ା,ଖଣ୍ଡଗିରି, ମମତା ପଣ୍ଡା ଏବଂ
ରାଷ୍ଟ୍ରୀୟ ଅଧ୍ୟକ୍ଷ ସନାତନ ଧର୍ମ ରକ୍ଷା ସଙ୍ଘ ମାଣିକ ଦେଶମୁଖ ପ୍ରମୁଖ ଉପସିଥିତ ଥିଲେ ୀ