ପ୍ରଭାତୀଙ୍କ ବର୍ଷକର ରିପୋର୍ଟ କାର୍ଡ...

ପ୍ରଭାତୀଙ୍କ ବର୍ଷକର ରିପୋର୍ଟ କାର୍ଡ...
-ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
-'ଉତ୍କର୍ଷ ନିମାପଡ଼ା ସମ୍ମିଳନୀ'ରେ ବର୍ଷକର ରିପୋର୍ଟ କାର୍ଡ ଦେଲେ
-'ନିର୍ବାଚନ ବେଳେ କଥା ଦେଇଥିଲି, ଅଫିସର୍ ଆପଣଙ୍କ ଦାଣ୍ଡକୁ ଯିବେ'
-'୧୧ଟି ବିଭାଗର ୩୩ ଜଣ ଅଫିସର୍ଙ୍କୁ ସାମ୍ନାରେ ଆଣିଛି'
-'ଜଳ ନିଷ୍କାସନ, ସଡ଼କ ନିର୍ମାଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉଦାହରଣ'
-'୮ଟି ମନ୍ଦିରର ଉନ୍ନତିକରଣ ପାଇଁ ଅର୍ଥ ଅନୁମୋଦନ ହୋଇଛି'
-'୧୭ ଲକ୍ଷ ଟଙ୍କା ବ୍ୟୟରେ ସ୍ବର୍ଗ ରଥ ପ୍ରଦାନ କରାଯାଇଛି'
-'ଶିକ୍ଷା ପାଇଁ ୨୨ କୋଟି, ଗମନାଗମନ ପାଇଁ ୧୪୬ କୋଟି'
-'ପାନୀୟ ଜଳ କ୍ଷେତ୍ରରେ ୨୧୩ କୋଟି ବ୍ୟୟ କରାଯାଇଛି'
-'ଉତ୍କର୍ଷ ନିମାପଡ଼ା ୨୦୩୬ ପାଇଁ