କାର ନିଅନ୍ତୁ ଉପହାର ପାଆନ୍ତୁ

କାର ନିଅନ୍ତୁ ଉପହାର ପାଆନ୍ତୁ

ଆପଣ ଜାଣିଛନ୍ତି କି ବ୍ୟସ୍ତ ବହୁଳ ଜନ ଜୀବନ ଭିତରେ ଯଦି ସୁଲଭ ମୂଲ୍ୟରେ ଆମକୁ ଏକ ସୁନ୍ଦର୍ କାର ମିଳି ଯାଏ ଆମେ କେତେ ଖୁସି ହେବା ଘରକୁ ଗାଡ଼ି ଟିଏ ଆସିଲେ ଆମ ପରିବାର କେତେ ଖୁସି ହେବ ଆପଣ ଜାଣିଛନ୍ତି କି ସତ କହିବାକୁ ଗଲେ ଭୁବନେଶ୍ୱର ପାହାଳ ନିକଟସ୍ଥ ମହାବୀର ମୋଟର୍ଷ ରେ ମିଳୁଛି ଚାରିଚକିଆ ଭଳିକି ଭଳି ଇଉଜ୍ଡ଼ ଗାଡ଼ି ଆପଣଙ୍କ ମନ ପସନ୍ଦ ମୁତାବକ ହାଇ ଫାଇ ଗାଡ଼ି ଏକ ଲକ୍ଷ୍ୟ ଟଙ୍କାରୁ ଆରମ୍ଭ କରି ପନ୍ଦର ଲକ୍ଷ୍ୟ ପର୍ଯ୍ୟନ୍ତ ଗାଡ଼ି ରହିଛି ଗାଡ଼ିର କଣ୍ଡିସନ ମେଣ୍ଟେନାନ୍ସ ଆପଣ ନିଜେ ଦେଖିକି ନେଇପାରିବେ ମହାବୀର ମୋଟର୍ସ ର ଫାଉଣ୍ଡର ଉମାକାନ୍ତ ସାହୁ କହିଛନ୍ତି ଭଲ ଗାଡ଼ି ପାଇବେ ଭଲ ପ୍ରାଇସ ରେ ଅଲ୍ ଓଭର୍ ଓଡ଼ିଶା ରେ ରିଫାଇନାନ୍ସ ରଖା ଯାଇଛି, ଗାଡ଼ି ବି ନେଇ ପାରିବେ ମନ ପସନ୍ଦ ର ଗାଡ଼ି ମନ ପସନ୍ଦ ଦାମ୍ ରେ , ବି ଏମ୍ ଡବ୍ଲୁ ଠୁ ଆରମ୍ଭ କରି ସବୁ ପ୍ରକାର ବ୍ରାଣ୍ଡ ରହିଛି ଇଣ୍ଡିଆ ଦେଶ ରେ ଯେ କୌଣସି ଗାଡ଼ି ଚାଲୁଛି ଏଇଠି ପାଇପାରିବେ ,ଗାଡ଼ି ନେଲା ବେଳେ ଜେନେରାଲ ସର୍ଭିସିଂ କରିକି ଦିଆ ଯିବ, ଗାଡ଼ି ୱରର୍କିଂ ପଲିସି ସର୍ଭିସ୍ ଡକ୍ୟୁମେଣ୍ଟ ଓ କାଗଜ ପତ୍ର କାମ କରିକି ଦିଆ ଯିବ କୌଣସି ଯଦି ଅସୁବିଧା ର ସମ୍ମୁଖୀନ ହୁଅନ୍ତି ଆଫ୍ ଟର ସର୍ଭିସ୍ ଓ ବିଫର୍ ସରଭି ସିଂ ରଖା ଯାଇଛି ୱାର୍ନ ୟିଅର୍ ଇଞ୍ଜିନ ପ୍ରୋଟେକ୍ସନ ରହିଛି ଗାଡ଼ି ନେବାର ସାତ ଦିନ ଭିତରେ କିଛି ଅସୁବିଧା ହେଲେ ଆପଣ ଫେରସ୍ତ କରିକି ଅନ୍ୟ ଏକ ଗାଡ଼ି ନେଇ ପାରିବେ ଠିକଣା ମହାବୀର ମୋଟରସ୍ used କାର୍ ସେଲ, ପାହାଳ ଥରେ ଆସନ୍ତୁ ବୁଲି କି ଯାଆନ୍ତୁ