ପ୍ରେମ ଦିବସ ରେ ସହିଦ ଙ୍କ ଉଦେଶ୍ୟରେ ପାଳିତ ହୋଇଥିଲା "ସଲାମ " କାର୍ଯ୍ୟକ୍ରମ

ଟାଇମ ଟୁ ସାଇନ ପକ୍ଷରୁ ନିଆରା ଢଙ୍ଗ ରେ ପାଳିତ ହୋଇଥିଲା ସଲାମ କାର୍ଯ୍ୟକର୍ମ
ପ୍ରେମ ଦିବସ ରେ ସହିଦ ଙ୍କ ଉଦେଶ୍ୟରେ ପାଳିତ ହୋଇଥିଲା "ସଲାମ " କାର୍ଯ୍ୟକ୍ରମ
ଭୁବନେଶ୍ୱର 13/02 ଆସନ୍ତା ଭାଲେଣ୍ଟାଇନ ଡେ ବା ପ୍ରେମ ଦିବସ. ଏହି ଦିବସ କୁ ଯୁବ ପିଢ଼ି ପାଶ୍ଚାତ୍ୟ ସଭ୍ୟତା ଆପଣାଇ ଭାଲେଣ୍ଟାଇନ ଡେ ପାଳନ କରିଥାନ୍ତି. କିନ୍ତୁ ଏହି ଦିବସ ର ଅର୍ଥ ପ୍ରେମ କର କିନ୍ତ ସେହି ମାନଙ୍କୁ ପ୍ରେମ କର ଯିଏ କି ଆମ ଦେଶ ପାଇଁ ସହିଦ ହୋଇଛନ୍ତି ବା ସଲାମ " କାର୍ଯ୍ୟକ୍ରମ. ଟାଇମ ଟୁ ସାଇନ ର ମୁଖ୍ୟ ସଂଯୋଜିକା ଲିନା ନନ୍ଦିତା ପରିଡ଼ା ଆଜି ସମ୍ବର୍ଦ୍ଧନା କରିଛନ୍ତି ସମାଜ ସେବୀ ପ୍ରସନ୍ନ ସହୁଙ୍କୁ