Bjd ଶାସନ ସମୟରେ ଗୋଚର ଜମିକୁ ଖାଇ ଗଲେ ବିଜେଡି ନେତା .

Bjd ଶାସନ ସମୟରେ ଗୋଚର ଜମିକୁ ଖାଇ ଗଲେ ବିଜେଡି ନେତା .

Bjd ଶାସନ ସମୟରେ ଗୋଚର ଜମିକୁ ଖାଇ ଗଲେ ବିଜେଡି ନେତା .

ପାୱାର ଓ ବହୁ ବଳ ର ଡର ରେ ସମସ୍ତେ ଚୁପ ରହୁଥିଲେ

ମୁହଁ ଖୋଲିଲେ ମିଳୁଥିଲା ଧମକ

ଗୋ ବେପାର ତ ଚାଲୁଥିଲା କିନ୍ତୁ ଗୋଚର କୁ ବି ଛାଡି ନ ଥିଲେ ବିଜେଡି ନେତା 

ପଦବୀ ର ପାୱାର ରେ ସବୁ କିଛି ଚାଲୁଥିଲା ପ୍ରଶାସନ ର ଆଖି ସାମ୍ନା ରେ

ଜଗନ୍ନାଥ ଙ୍କ ଦ୍ୱାହି ଦେଇ  ଗୋ ସମ୍ପତି କୁ କବ୍ଜା କରି କୋଠା ବନେଇ ବେପାର କରି ମାଲେ ମାଲ ବିଜେଡି ନେତା

କୋରାପୁଟ ଜିଲ୍ଲା ବୈପାରୀଗୁଡା ର ପୂର୍ବତନ ଭାଇସ ଚେୟାର ମ୍ୟାନ  ତ୍ରିଲୋଚନ ଜେନା   ନିଜ ବହୁ ଓ ରାଜନୈତିକ ବଳରେ ଏକ ଗୋ ଗୋଷ୍ଠ ଅର୍ଥାତ ଗୋଚର ଜମିରେ  ଅଟ୍ଟାଳିକା ଓ ଷ୍ଟଲ କରି ବ୍ୟବସାୟ କରୁଥିଲେ   

ଗୋଚର ଜମିରେ କୌଣସି ବ୍ୟବସାୟ ତ ଦୂର କଥା କୌଣସି ଘର ଖଣ୍ଡେ ବି  କରିବା ପାଇଁ କୌଣସି ଆଇନ ନାହିଁ  ଏବଂ ଯଦି ହୁଏ ଦଣ୍ଡ ନିୟ ଅପରାଧ  |

କରିପାରିବେ ନାହିଁ  ଗୋଚର ଜମି କୁ କବ୍ଜା  |

ଗୋମାତା ଓଡିଶା ରେ ପୂଜ୍ୟ ଥିଲା ବେଳେ  ଗୋଚର ଜମି ଙ୍କୁ  କିନ୍ତୁ କବ୍ଜା ରେ ରଖି ବ୍ୟବସାୟ ରେ ଲଗେଇଛନ୍ତି   ବିଜେଡି ନେତା ତଥା ବୈପାରୀ ଗୁଡା ର  ପୂର୍ବତନ ଭାଇସ ଚେୟାରମାନ ତ୍ରିଲୋଚନ ଜେନା  |  ଯାହାର ଖାତା ସଂଖ୍ୟା ୨୯୫
ଓ ପ୍ଲଟ ନମ୍ବର ୨୬୫, ୨୬୯, ୨୭୦ ଓ ୨୭୧ କିସମ ଗୋ ଗୋଷ୍ଠ 
ନିଜେ ରାଜସ୍ୱ ବିଭାଗୀୟ ଅଧିକାରୀ ଯେଉଁ ଚିଠି କରିଥିଲେ  
ତାହା ଵି ଆମେ ଆପଣଂକ ପାଖେ ଉଲ୍ଲେଖ  କରୁଛୁ 


ବିଜେଡି ଶାସନ ରେ ସବୁ ଅନ୍ୟାୟ ଅତ୍ୟାଚାର କରି ବିଜେଡି ନେତା କିନ୍ତୁ ମାଲେମାଲ  | 
  
ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶପାଇବା ଓ ସରକାର ଙ୍କ ନିର୍ଦେଶ ଥିଲା ପରେ ଵି   କିଭଳି କାର୍ଯ୍ୟନୁଷ୍ଠାନ  ନ ନେଇ ହାତ ବାନ୍ଧି ଚୁପ ରହିଛନ୍ତି 

ନବୀନ ସମୟରେ ସରକାରୀ ଜମି କୁ କବ୍ଜା କରିଥିବା ନେତା ଙ୍କ ଜମି  ଉଦ୍ଧାର ହବ ନା ମୋହନ ସରକାର ଙ୍କ ସମୟରେ ଗୋଚର ଜମି  ଉଦ୍ଧାର ନ ହୋଇ ଫାଇଲ ତଳେ ଚାପି ହୋଇ ରହିଯିବ 
ବୁଝିବାକୁ ବାକି ରହିଲା