ଚାନ୍ଦବାଲି ଓରାସାହି,କାଣ୍ଡଗରଡି,ବିଜୟନଗର ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୁପାନ୍ତିକରଣ
chandabli,orashai,kamdagardi,bijayanagar improvement
ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓରାସାହି,କାଣ୍ଡଗରଡି,ବିଜୟନଗର ଗ୍ରାମ ପଞ୍ଚାୟତରେ " ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୁପାନ୍ତିକରଣ" କାଯ୍ୟକ୍ରମ ନିମନ୍ତେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଜନ ସଚେତନତା ଶିବିର ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜ୍ୟ ଯୁବ ସଭାପତି ଡ଼ଃ ବ୍ୟୋମକେଶ ରାୟ (ବାପି ଭାଇ) ଯୋଗଦେଇ ସରକାରଙ୍କ ସମସ୍ତ ଯୋଜନା ବାବଦରେ ଜନ ସଧାରଣ ମାନଙ୍କୁ ନିଜର ଅଭିଭାଷଣ ପ୍ରଦାନ କଲେ।
ଏହି କାର୍ଯ୍ୟକ୍ରମରେ ୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମାଝୀ, ଓରାସାହି ଗ୍ରା.ପ ର ସରପଞ୍ଚ ଭାରତୀ ନାୟକ,କାଣ୍ଡଗଡି ଗ୍ରା.ପ ର ସରପଞ୍ଚ ଲମ୍ବଧର ପଣ୍ଡା,ବିଜୟନଗର ଗ୍ରା.ପ ର ସରପଞ୍ଚ ଦିଲ୍ଲୀପ କୁମାର ରାଉତ ଙ୍କ ସମସ୍ତ ପଞ୍ଚାୟତର ଜନ ସାଧାରଣ ମାନେ ଉପସ୍ଥିତ ଥିଲେ।