*ଅକ୍ଟୋବରରେ ପୁଣି ଲଘୁଚାପ*
*- ଅକ୍ଟୋବରରେ ବଙ୍ଗୋପସାଗରରେ ପୁଣି ଲଘୁଚାପ !*
*- ୧୨ ଅକ୍ଟୋବରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ*
*- ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା*
*- ୧୩ ଅକ୍ଟୋବର ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ*
*- ଅକ୍ଟୋବର ୧୫ ବେଳକୁ ଅବପାତ ହେବା ସମ୍ଭାବନା*
*- କିଛିଦିନ ପରେ ସ୍ପଷ୍ଟ ହେବ ଲଘୁଚାପର ପରବର୍ତ୍ତୀ ଗତିପଥ*


admin 
