ଆଜି କଂଗ୍ରେସ ସହିତ ଅନ୍ୟ ୮ ଗୋଟି ଦଳ ଓଡ଼ିଶା ଵନ୍ଦ ରେ ସାମିଲ୍ ହୋଇ ପଟ୍ଟାମୁଣ୍ଡାଇ ବାଇପାସ ନିକଟରେ ରାସ୍ତା ରୋକ I

ଆଜି କଂଗ୍ରେସ ସହିତ ଅନ୍ୟ ୮ ଗୋଟି ଦଳ ଓଡ଼ିଶା ଵନ୍ଦ ରେ ସାମିଲ୍ ହୋଇ ପଟ୍ଟାମୁଣ୍ଡାଇ ବାଇପାସ ନିକଟରେ ରାସ୍ତା ରୋକ I

ଆଜି କଂଗ୍ରେସ ସହିତ ଅନ୍ୟ ୮ ଗୋଟି ଦଳ ଓଡ଼ିଶା ଵନ୍ଦ ରେ ସାମିଲ୍ ହୋଇ ପଟ୍ଟାମୁଣ୍ଡାଇ ବାଇପାସ ନିକଟରେ ରାସ୍ତା ରୋକର ଏକ ଝଲକ, କନ୍ତୁ ଲୋକ ସଂଖ୍ୟା ଆଖି ଦ୍ରୁସିଆ ନୁହେଁ। ଏଠାେର ପ୍ରଶ୍ନ ଉଠୁଅଛି କି ଲୋକେ ସରକାରଙ୍କ ନିଷ୍ପତ୍ତି ରେ ସନ୍ତୁଷ୍ଟ ଅଛନ୍ତି। ପଟ୍ଟାମୁଣ୍ଡାଇ ରୁ ପ୍ରଦୀପ କିଶୋର ସାହୁ।