ଆଜିଠାରୁ ପୁଣି ଚଳଚଞ୍ଚଳ ହେବ ପାରାଦ୍ୱୀପ ମାଛଧରା ବନ୍ଦର*

ଆଜିଠାରୁ ପୁଣି ଚଳଚଞ୍ଚଳ ହେବ ପାରାଦ୍ୱୀପ ମାଛଧରା ବନ୍ଦର*

*-ଆଜିଠାରୁ ପୁଣି ଚଳଚଞ୍ଚଳ ହେବ ପାରାଦ୍ୱୀପ ମାଛଧରା ବନ୍ଦର* *-୧୮ ଦିନ ପରେ ଆନ୍ଦୋଳନରୁ ଓହରିଲା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ* *-ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ଆନ୍ଦୋଳନରେ ବସିଥିଲେ ମତ୍ସ୍ୟଜୀବୀ* *-ସରକାର ଡିଜେଲ ଦରର ବ୍ୟବଧାନ ୪୭ ଟଙ୍କାରୁ ୪୩ ଟଙ୍କାକୁ କମାଇବା ପରେ ଆନ୍ଦୋଳନ ପ୍ରତ୍ୟାହାର*