ଆଜିର ସୁନା ଦର (22-04-25)
ଆଜିର ସୁନା ଦର (22-04-25) ଲକ୍ଷେ ଟଙ୍କା ଟପିଲା ସୁନା ଦର ଦିନକରେ ସୁନା ବଢ଼ିଲା ୩ହଜାର ଟଙ୍କା ୨୪ କ୍ୟାରେଟ ସୁନା ଦର ୯୯ ହଜାର ୧୭୦ ଟଙ୍କା GST ସହ ୨୪କ୍ୟାରେଟ ଦର ୧ ଲକ୍ଷ ୧ ହଜାର ୩୫୦ ୨୨ କ୍ୟାରେଟ ସୁନା ଦାମ ୯୨ ହଜାର ୯ଶହ ଟଙ୍କା ବର୍ଷକରେ ବଢ଼ିଲାଣି ୨୦ ହଜାର ୮୫୦ ଟଙ୍କା ୨୦୨୪ ଡିସେମ୍ବରରୁ ଏଯାଏ ୨୬.୪୧% ବୃଦ୍ଧି
