ଏଆଇୟୁଟିୟୁସି ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ବିକ୍ଷୋଭ  .

ଏଆଇୟୁଟିୟୁସି ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ବିକ୍ଷୋଭ  .

ଏଆଇୟୁଟିୟୁସି ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ବିକ୍ଷୋଭ  .

 କେନ୍ଦ୍ର ସରକାରଙ୍କ ଦ୍ବାରା ପୁରୁଣା ପେନସନ ବ୍ୟବସ୍ଥା (OPS) ବଦଳରେ UPS  ଲାଗୁ କରିବା ଏବଂ ୨୯ ଟି ଶ୍ରମ ଆଇନ ବଦଳରେ ଶ୍ରମିକ ସ୍ବାର୍ଥ ବିରୋଧୀ ୪ ଟି ଶ୍ରମ କୋଡ ଲାଗୁ କରିବା, ଶ୍ରମିକ ଛଟେଇ କରିବା, ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଆଦି ବିଭିନ୍ନ ଶ୍ରମିକମାରଣ ନୀତି ବିରୁଦ୍ଧରେ  କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଆଇୟୁଟିୟୁସି କେନ୍ଦ୍ରୀୟ କମିଟିର ଆହ୍ବାନକ୍ରମେ ସାରା ଭାରତ ଦାବି ଦିବସ ପରିପ୍ରେକ୍ଷୀରେ ସଂଗଠନର ଭୁବନେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଏକ ବିକ୍ଷୋଭ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଆଇୟୁଟିୟୁସି ଭୁବନେଶ୍ୱର ଜିଲ୍ଲା କମିଟିର ସଂପାଦକ ନିରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସଂଗଠନର ରାଜ୍ୟ ସଂପାଦକ ଜୟସେନ ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ଶ୍ରମିକ ସ୍ବାର୍ଥ ବିରୋଧୀ ନୀତି କାର୍ଯ୍ୟକାରୀ କରିବା ଫଳରେ ଶ୍ରମିକ ତଥା ସର୍ବ ସ୍ତରର ଖଟିଖିଆ ମେହନତୀ ଜନସାଧାରଣଙ୍କ ଜୀବନ ଆଜି ଦୁର୍ବୀସହ ବୋଲି ଉଲ୍ଲେଖ କରିବା ସହିତ ଖଟିଖିଆ ମେହନତୀ ଶ୍ରମିକ ଏହା ବିରୁଦ୍ଧରେ ଆନ୍ଦୋଳନକୁ ଦୁର୍ବାର କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଏହି*ଏଆଇୟୁଟିୟୁସି ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ବିକ୍ଷୋଭ .