ଏକତରଫା_ପ୍ରେମ *ଯୁବତୀଙ୍କୁ_ବୀଭତ୍ସ_ହତ୍ୟା .
ଏକତରଫା_ପ୍ରେମ *ଯୁବତୀଙ୍କୁ_ବୀଭତ୍ସ_ହତ୍ୟା .
-ବ୍ରହ୍ମପୁର: ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା
-ଘରେ ପଶି ଯୁବତୀଙ୍କ ହାତ ସହ ଶରୀରର ବିଭିନ୍ନ ସ୍ଥାନକୁ କାଟିଲା ଯୁବକ
-ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ
-ଘର ଭିତରେ ପଡ଼ିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ
-ଏକତରଫା ପ୍ରେମରୁ ହତ୍ୟା ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ
-ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଯୁବକ ଏକତରଫା ପ୍ରେମ କରୁଥିବା ଅଭିଯୋଗ
-ଯୁବକଙ୍କ ନାଁରେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ପରିବାର
-ବ୍ରହ୍ମପୁର: ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା
-ଘରେ ପଶି ଯୁବତୀଙ୍କ ହାତ ସହ ଶରୀରର ବିଭିନ୍ନ ସ୍ଥାନକୁ କାଟିଲା ଯୁବକ
-ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ
-ଘର ଭିତରେ ପଡ଼ିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ
-ଏକତରଫା ପ୍ରେମରୁ ହତ୍ୟା ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ
-ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଯୁବକ ଏକତରଫା ପ୍ରେମ କରୁଥିବା ଅଭିଯୋଗ
-ଯୁବକଙ୍କ ନାଁରେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ପରିବାର .