ଓଡ଼ିଶା ବିଧାନସଭାରେ ଉଦ୍ବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I
ଓଡ଼ିଶା ବିଧାନସଭାରେ ଉଦ୍ବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I
ଓଡ଼ିଶା ବିଧାନସଭାକୁ ସମ୍ବୋଦନ କରିବା ମୋ ପାଇଁ ଅତ୍ୟଧିକ ଖୁସିର କଥା
ଏ ଗୃହ ମତେ ସବୁକିଛି ଶିଖାଇଛି
ବିଧାନସଭାରେ ଅଛି, ବହୁତ ସ୍ମୃତି ମନେ ପଡ଼ୁଛି
ବିଧାୟିକା ଭାବରେ ପ୍ରଶ୍ନ କରିଛି, ମନ୍ତ୍ରୀ ହୋଇ ଉତ୍ତର ରଖିଛି ।
ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଁ କାମ କରିଛି
୨୦୦୦ ମସିହାରେ ମୋହନ ବାବୁଙ୍କ ସହ ବି କାମ କରିଛି



