*ଓଡ଼ିଶାରେ ୩ଟି ଡାପଲର ଅଚଳ...*
*- ଆସୁଛି ଲଘୁଚାପ, ହେଲେ ଡାପଲର ରାଡାର ଅଚଳ*
*- ଓଡ଼ିଶାରେ ଥିବା ୩ଟି ଡାପଲର ଅଚଳ*
*- ଗୋପାଳପୁର, ପାରାଦୀପ ଏବଂ ସମ୍ବଲପୁର ରାଡାର ଅଚଳ*
*- ଗୋପାଳପୁର ରାଡାର ଦେଢ଼ ବର୍ଷରୁ ଅଧିକ ଦିନ ହେବ ଅଚଳ*
*- ପାରାଦୀପ ରାଡାରରେ ତଥ୍ୟ ଦେଖାଯାଉନି*
*- ସମ୍ବଲପୁର ରାଡାରରେ ୧୭ ତାରିଖ ପରେ ଡାଟା ଆସିନାହିଁ*


admin 
