ମଧ୍ୟପ୍ରଦେଶରେ_ଭାସି_ଯାଇ_୭_ଓଡ଼ିଆ_ମୃତ
-ମଧ୍ୟପ୍ରଦେଶରେ ଭାସିଗଲା କାର୍, ୭ ଓଡ଼ିଆ ପର୍ଯ୍ୟଟକ ମୃତ
-ସମସ୍ତ ମୃତକ ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳର ସୂଚନା
-ଗୋଟିଏ ପରିବାରର ପୁଅ, ନାତି, ନାତୁଣୀ ଅଘଟଣରେ ମୃତ
-ଝିଅ, ଜ୍ବାଇଁ, ନାତୁଣୀ ମୃତ, ଆଉ ଜଣେ ଅବିବାହିତ ଝିଅ ମଧ୍ୟ ମୃତ
-ଅବିବାହିତ ଝିଅଙ୍କର ଆଉ କିଛି ଦିନ ପରେ ହୋଇଥାନ୍ତା ରିଙ୍ଗ୍ ସେରିମନି
-ପରିବାର ସଦସ୍ୟ, ବନ୍ଧୁବାନ୍ଧବ ବାହାରକୁ ବୁଲି ଯାଇଥିଲା ବେଳେ ଅଘଟଣ
-ଅଗର ମାଲୱା ଜିଲ୍ଲାର ନଲଖେଡ଼ାର ଏକ ଝରଣାରେ ଭାସିଗଲେ
-ଉଜ୍ଜୟିନୀରୁ ବଗଳାମୁଖି ମନ୍ଦିର ଦର୍ଶନ ପାଇଁ କାର୍ ଯୋଗେ ଯାଉଥିଲେ
-ଝରଣାରେ ବଢ଼ି ପାଣି ପାର୍ ପାଇଁ ଡ୍ରାଇଭରଙ୍କ ଦୁଃସାହସରୁ ଅଘଟଣ ସୂଚନା


admin 
