ଖାଲି_ପଦବୀ_ପୂରଣ_ହେବ_ମୁଖ୍ୟମନ୍ତ୍ରୀ.

*ଖାଲି_ପଦବୀ_ପୂରଣ_ହେବ_ମୁଖ୍ୟମନ୍ତ୍ରୀ*
*-ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା*
*-‘ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି’*
*-‘ଆଇନଶୃଙ୍ଖଳା ସହ ଜଡ଼ିତ ଖାଲି ପଦବୀ ସବୁ ପୂରଣ ହେବ’*
*-‘ଟ୍ରାଫିକ୍ ସମସ୍ୟା, ସାଇବର ଅପରାଧ କମ୍ ପାଇଁ ଆଲୋଚନା ହୋଇଛି’*
*-‘ଖୁବ୍ ଶୀଘ୍ର ଖାଲିଥିବା ୧୨ ହଜାର ପଦବୀ ପୂରଣ ହେବ’*
*-‘ପୂର୍ବ ସରକାର ଏହାକୁ ଗୁରୁତ୍ବ ଦେଉ ନ ଥିଲେ, ଆମେ କରିବୁ’*
*-‘ନକ୍ସଲ ସମସ୍ୟା କମିଛି, କେବଳ ୧୦ଟି ଜିଲ୍ଲାରେ ଅଳ୍ପ ରହିଛି’*