ଗରିବ ପିଲା ର ଦୁଃଖ ବୁଝି ଲେ ଅବ୍ୟାସ ଟେନ୍ନ ସ୍କୁଲ ର ସେକ୍ରେଟାରୀ ଲାଡିତୁକାରାମ ସାର
ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତ୍ରର୍ଗତ 326 ରାଜ୍ୟ ରାଜପଥ ପାର୍ଶ୍ୱ ରେ ଅବସ୍ଥିତ ଅଭ୍ୟାସ ଟେକନ୍ନ ସ୍କୁଲ କଥା ରେ ଅଛି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ଵର ଗୁରୁ ହେଉଛନ୍ତି ସର୍ବ ଶ୍ରେଷ୍ଠ ମହାନ ଛାତ୍ର ଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ ଯାହା ବି ହେଉ କଥା ଦେଇ କଥା ରଖିଲେ ଅଭ୍ୟାସ ଟେକ୍ନ ସ୍କୁଲର ସେକ୍ରେଟାରୀ ଲାଡ଼ି ତୁକା ରାମ ସାର ଗୋଟିଏ ଗରିବ ବ୍ରାହ୍ମଣ ପରିବାର ର ଛୁଆ ଅନେକ ଦିନର ସପ୍ନ କୁ ଆଜି ସାକାର କରି ଦେଇଛନ୍ତି ଅଭ୍ୟାସ ଟେକ୍ନ ସ୍କୁଲର ସମସ୍ତ କର୍ମ ଚାରି ଏଥିରେ ଏକ ମତ ଗରିବ ବ୍ରାହ୍ମଣ ପରିବାର ର ଝିଅ ପିଲା ଅନେକ ଦିନ ହେଲା ଅଭ୍ୟାସ ସ୍କୁଲରେ ପଢିବା ପାଇଁ ତାର ସପ୍ନ ଥିଲା କିନ୍ତୁ ଅର୍ଥର ଅଭାବ ସାଜିଲା ବାଧକ |
ତଥାପି ଏକଥା ଶୁଣି ଅଭ୍ୟାସ ଟେକ୍ନ ସ୍କୁଲର ସେକ୍ରେଟାରୀ ଲାଡ଼ି ତୁକାରାମ ସାର ଆଜି ଗରିବ ପିଲାର ଦାୟିତ୍ଵ ନେବା ସଙ୍ଗେ ସଙ୍ଗେ ପିଲାର ସପ୍ନ କୁ ସାକାର କରିଦେଇଛନ୍ତି ଗୋଟିଏ ଗରିବ ପିଲା ଭଲ ସ୍କୁଲରେ ପଢିବା ପାଇଁ ଇଚ୍ଚ। ଥାଉଛି ତଥାପି ତାର ଇଚ୍ଛା ସଂପୂର୍ଣ୍ଣ ହୋଇ ପାରୁନି କାରଣ ଅର୍ଥର ଅଭାବ ଯାହା ବି ହେଉ ଅଭ୍ୟାସ ଟେକ୍ନସ୍କୁଲ ଏମିତି ସବୁ ବର୍ଗର ପିଲା ମାନଙ୍କୁ ସୁବିଧା ସୁଯୋଗ ରେ ଭଲ ଶିକ୍ଷା ଦାନ ଦିଅନ୍ତୁ ବୋଲି ବୁଦ୍ଧି ଜୀବୀ ମହଲରେ ପ୍ରତିକ୍ରିୟା ରଖିଛନ୍ତି ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
