ଜିଲ୍ଲା ର ୧୧ ଏସ ଆଇ ଙ୍କ ଇନ୍ସପେକ୍ଟର କୁ ପଦୋନ୍ନତି.

ଜିଲ୍ଲା ର ୧୧ ଏସ ଆଇ ଙ୍କ ଇନ୍ସପେକ୍ଟର କୁ ପଦୋନ୍ନତି.

ଜିଲ୍ଲା ର ୧୧ ଏସ ଆଇ ଙ୍କ ଇନ୍ସପେକ୍ଟର କୁ ପଦୋନ୍ନତି ନୟାଗଡ ତା ୧୩-୧୦-୨୦୨୫ନୟାଗଡ ଜିଲ୍ଲା ରେ କାର୍ଯ୍ୟରତ ୧୧ ଜଣ ଏସ ଆଇ ଇନ୍ସପେକ୍ଟର ସ୍ତର କୁ ପଦୋନ୍ନତି ପାଇଛନ୍ତି l ନିକଟ ରେ ରାଜ୍ୟ ସରକାର ୪୨୭ଜଣ ଏସ ଆଇ ଙ୍କୁ ଇନ୍ସପେକ୍ଟର ପାଇଁ ପଦୋନ୍ନତି ଦେଇଛନ୍ତି l ଏହି ପଡ଼ିନ୍ନତି ତାଲିକାରେ ନୟାଗଡ ଜିଲ୍ଲା ର କାର୍ଯ୍ୟରତ ୧୧ ଏସ ଆଇ ପଦୋନ୍ନତି ପାଇଛନ୍ତି l ସେମାନଙ୍କ ମଧ୍ୟରେ ଦର୍ପନାରାୟଣ ପୁର ଫାଣ୍ଡି ରେ କାର୍ଯ୍ୟରତ ଏସ ଆଇ ଧାମେନ୍ଦ୍ର ଶିଆଳ,ଚାନ୍ଦପୁର ଥାନା ରେ କାର୍ଯ୍ୟ ରତ ଏସ ଆଇ ସଞ୍ଜୟ ପରିଡା, ନୟାଗଡ ଟାଉନ ଥାନା ରେ କାର୍ଯ୍ୟରତ ଶିବ ରଞ୍ଜନ ସିଂ, ରାଜ ସୁନାଖେଳା ଫାଣ୍ଡି ରେ କାର୍ଯ୍ୟ ରତ ଏସ ଆଇ ପ୍ରୀତି ପ୍ରକାଶ ମହାନ୍ତି, ଚାନ୍ଦ ପୁର ଥାନା ରେ କାର୍ଯ୍ୟ ରତ ଏସ ଆଇ ଶ୍ରଦ୍ଧା ନାୟକ, ରଣପୁର ଥାନା ରେ କାର୍ଯ୍ୟ ରତ ଏସ ଆଇ ସ୍ନେହ ଲତା ପ୍ରଧାନ, ନୟାଗଡ ଟାଉନ ଥାନା ରେ କାର୍ଯ୍ୟ ରତ ଏସ ଆଇ ସନ୍ତୋଷ କୁମାର ଦାଶ, ଦଶପଲ୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ତଥା ଏସ ଆଇ ବିନୟ ରଞ୍ଜନ ପରିଡା,ରଣପୁର ଥାନା ରେ କାର୍ଯ୍ୟ ରତ ଏସ ଆଇ କୃତିବାସ ହରିଚନ୍ଦନ, ମହୀପୁର ଫାଣ୍ଡି କାର୍ଯ୍ୟ ରତ ଏସ ଆଇ ବିରଞ୍ଜି ନାରାୟଣ ଅମାତ, ଖଣ୍ଡପଡ଼ା ଥାନା ରେ କାର୍ଯ୍ୟ ରତ ଏସ ଆଇ ଗୋପବନ୍ଧୁ ମଲ୍ଲିକ ପ୍ରମୁଖ ଇନ୍ସପେକ୍ଟର ପଦୋନ୍ନତି ହୋଇଥିବା ସୂଚନା ମିଳିଛି l ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର