ଅଭ୍ୟାସ ଟେକନ୍ନ ସ୍କୁଲ ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ସହକାରେ ପାଳିତ

ଅଭ୍ୟାସ ଟେକନ୍ନ ସ୍କୁଲ ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ସହକାରେ ପାଳିତ

ତାରିଖ :-04-04-26

(ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ )

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତ୍ରରର୍ଗତ 326 ରାଜ୍ୟ ରାଜପଥ ପାର୍ଶ୍ଵରେ ଏହି ଅଭ୍ୟାସ ଟେକ୍ନନ ସ୍କୁଲ ଅବସ୍ଥିତ ସବୁ ବର୍ଷ ପରି ଏ ବର୍ଷ ବି ବହୁ ଆଡ୍‌ମ୍ବର ସହକାରେ ପାଳନ କରାଯାଇ ଥିଲା ଆଜିର ମୂଖ୍ୟ ଅତିଥି ଜିଲ୍ଲା ମଂଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅସୀମା ରାଓ, ପଦ୍ମପୁର ବ୍ଲକ BEOଶ୍ରୀ ହୃଷିକେଶ ରଥ,ଗୁଣପୁର ରୁ ଆସିଥିବା ଆଇନ ପରାମର୍ଶ ଦାତା ଶ୍ରୀ ଗଣପତି ରାଓ,ଏବଂ ଅନାଥ ଆଶ୍ରମ ପରିଚାଳକ ତଥା ସମସ୍ତଙ୍କର ମା ରାଜଶ୍ୱରୀ ଆପା କିଛି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଦେଖିବାକୁ ମିଳିଥିଲା ବର୍ତମାନ କହିବାକୁ ଗଲେ ଆମ ଦେଶର ଭବିଷ୍ୟତ ହେଉଛନ୍ତି ବର୍ତ୍ତମାନର ଛାତ୍ର ଛାତ୍ରୀ ଅଭ୍ୟାସ ଟେକ୍ନ ସ୍କୁଲରେ ପାଠ୍ୟକ୍ରମ ଉପରେଏମିତି ପିଲାମାନଙ୍କୁ ଅଭ୍ୟାସ କରିଦେଇଛି । ଯେ ପିଲା ମାନେ ଅନ୍ୟ ସ୍କୁଲରେ ପଢିବାକୁ ଇଚ୍ଚା ପରିପ୍ରକାଶ କରୁନାହlନ୍ତି। ସ୍କୁଲର ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଏମିତି ଗୁରୁ ଦାୟିତ୍ୱ ଦିଆଯାଇଛି ସେମାନଙ୍କ କର୍ମମୟ ଯିବନ ରେ ସକାଳୁ ଠାରୁ ସନ୍ଦ୍ୟା ପଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ସହ ଜଡିତ ଶିକ୍ଷା ହେଉଛି ଦେଶର ଭବିଷ୍ୟତ ଗୁରୁ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ ବର୍ତ୍ତମାନ ଅଭ୍ୟାସ ଟେକ୍ନ ସ୍କୁଲ ରେ ଶିକ୍ଷା ପ୍ରଣାଳୀ ହେଉ କିମ୍ବା ଯେକୌଣସି କାର୍ଯ୍ୟକ୍ରମ ହେଉନା କାହିଁକି ରାୟଗଡ଼ା ଜିଲ୍ଲା କୁ ଏକ ନମ୍ବର ଭାବେ ସୁପରିଚିତ ସଦ୍ଗୁରୁ ଟ୍ରଷ୍ଟର ସମସ୍ତ ମେମ୍ବର ମାନଙ୍କୁ ସାଧୁବାଦ ଜଣାଇଛନ୍ତି ଛାତ୍ର ଛାତ୍ରୀ ମାନଙ୍କର ଅଭିବାବକ ଏବଂ ବୃଦ୍ଧି ଜୀବୀ ମହଲ ରେ ଅଭ୍ୟାସ ଟେକ୍ନ ସ୍କୁଲ ଉନ୍ନତର ହେଉ ପରିକ୍ଷାରେ100 % କୃତକାର୍ଯ୍ୟ ହେଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ଏହି ସ୍କୁଲ ପ୍ରଥମେ ସଦ ଗୁରୁ ଶୀ ଶ୍ରୀ ଅଜୁର୍ନ ଙ୍କ ନାମ ରେ ଟ୍ରଷ୍ଟ ହେଇଥିବାରୁ ଗୁରୁ କୁ ମନେ ପକେଇବା ପାଇଁ ପ୍ରତି ବର୍ଷ ଗୋଟିଏ ଗୋଟିଏ ଉପହାର ପ୍ରଦାନ କରାଯାଉଛି ଗୁରୁ ଙ୍କ ଆଶ୍ରମ ପାଇଁ ଗୋଟିଏ ପାଣି ଫିଲଟର ଅନ୍ତର ଝୋଲି ଦିବ୍ୟ ଦର୍ଶନ ଆଶ୍ରମ ପରିଚାଳନା କମିଟିର ସଭାପତି ଙ୍କୁ ମଞ୍ଚରେ ସମ୍ମାନୀତ କରାଇ ଗୁରୁଙ୍କ ଉଦ୍ଦେଶ୍ୟ ରେ ଏହି ଉପହାର ପ୍ରଦାନ 

କରାଯାଇ ଥିଲା ପ୍ରାୟ ତିନିହଜାର ରୁ ଉର୍ଦ୍ଧ ସୁ ଖାଦ୍ୟ ଭୋଜନ ର ବ୍ୟବସ୍ଥା କରାଯାଇଥିଲା।

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର