*ଦାମଙ୍କ ପ୍ରତିମୂର୍ତ୍ତି ଭଙ୍ଗାର ତଦନ୍ତ ହେଉ: ବିଭୂ*
*-ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ସାଂସଦ ବିଭୂ ତରାଇଙ୍କ ଉଦ୍ବେଗ*
*-‘ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ଏହାର ତଦନ୍ତ ଦାବି କରାଯାଇଛି’*
*-ଡିଏଫ୍ଓଙ୍କ ସହ ମୁଁ ନିଜେ କଥା ହୋଇଥିଲି, କିପରି ଭଙ୍ଗା ହେଲା ଜାଣିନି’*
*-‘କାହା ଚାପରେ ଭଙ୍ଗାଗଲା ତାହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେଉ’*
*-‘ଏରସମା ଶିଆଳିକୁ ପର୍ଯ୍ୟଟନ କ୍ଷେତ୍ର କରିବାରେ ଦାମ ବାବୁଙ୍କ ଅବଦାନ ବହୁତ’*
*-‘ଏପରି ଭାବେ ପ୍ରତିମୂର୍ତ୍ତି ଭଙ୍ଗାଯିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି’*


admin 
