ଖଣ୍ଡପଡ଼ା ପଞ୍ଚାୟତ ସମିତିରେ ବିକଶିତ ଓଡ଼ିଶାର ସଂକଳ୍ପକୁ ଆଗେଇ ନେବା ଲକ୍ଷ୍ୟରେ ୩୪୫ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବସୁନ୍ଧରା ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିବା

ଖଣ୍ଡପଡ଼ା ପଞ୍ଚାୟତ ସମିତିରେ ବିକଶିତ ଓଡ଼ିଶାର ସଂକଳ୍ପକୁ ଆଗେଇ ନେବା ଲକ୍ଷ୍ୟରେ ୩୪୫ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବସୁନ୍ଧରା ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିବା

ଖଣ୍ଡପଡ଼ା ପଞ୍ଚାୟତ ସମିତିରେ ବିକଶିତ ଓଡ଼ିଶାର ସଂକଳ୍ପକୁ ଆଗେଇ ନେବା ଲକ୍ଷ୍ୟରେ ୩୪୫ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବସୁନ୍ଧରା ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଆଙ୍ଗନବାଡ଼ି ଦିଦିମାନଙ୍କୁ ମୋବାଇଲ ଫୋନ ବଣ୍ଟନ କରି ସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କଲି । ସରକାରୀ ଯୋଜନାର ସୁଫଳକୁ ପ୍ରତ୍ୟେକ ଲୋକଙ୍କ ନିକଟକୁ ପହଞ୍ଚାଇ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ ଏହା ଏକ ଗୁରୁତ୍ୱ ପଦକ୍ଷେପ । Bharatiya Janata Party (BJP ବିଶେଷ ଖବର ଜିଲ୍ଲା ନୟାଗଡ ପ୍ରତିନିଧି ସୁପ୍ରିୟା ଦାଶ