ନକ୍ସଲ ସଂଗଠନକୁ ଲାଗିଲା ବଡ଼ ଝଟକା ।

ନକ୍ସଲ ସଂଗଠନକୁ ଲାଗିଲା ବଡ଼ ଝଟକା ।

ନକ୍ସଲ ସଂଗଠନକୁ ଲାଗିଲା ବଡ଼ ଝଟକା । ମାଓ ସଂଗଠନର କେନ୍ଦ୍ରିୟ କମିଟି ସଦସ୍ୟ ସଦସ୍ୟ ସୋନୁ ଦାଦା ଓରଫ ଭୂପତି ସମେତ 60 ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲା ପୋଲିସ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ସୋନୁ ଦାଦା ଓରଫ ଭୂପତି ଏବଂ ଅନ୍ୟ 60 ନକ୍ସଲଙ୍କ ସହ 50ରୁ ଉର୍ଦ୍ଧ୍ବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ କଲେ ଆତ୍ମସମର୍ପଣ । ପୋଲିସ ସୂତ୍ର ଅନୁଯାୟୀ ଘଟଣାର ଆନୁଷ୍ଠାନିକ ସୁନିଶ୍ଚିତ ଅପେକ୍ଷାରେ ଖବର।ସୋନୁ ଦାଦା ଓରଫ ଭୂପତି ନିଜେ ଅସ୍ତ୍ରଶସ୍ତ୍ର ଛାଡିବା ସହିତ ତାଙ୍କ ସମର୍ଥକଙ୍କୁ ଧରି ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବା କଥା କହିଥିଲେ। ସୋନୁ ଦାଦାଙ୍କ ବୟାନ ପରେ, ନକ୍ସଲମାନଙ୍କ ମଧ୍ୟରେ ବିଭାଜନ ଦେଖାଯାଇଥିଲା।ଆତ୍ମସମର୍ପଣକାରୀ ନକ୍ସଲମାନଙ୍କୁ ପଚରାଉଚରା ଜାରି ରହିଛି ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି