ନିଲମ୍ବିତ ହେଲେ ରସିକିଆ ଥାନା ଅଧିକାରୀ ସୁଜିତ ଦାସ.

ନିଲମ୍ବିତ ହେଲେ ରସିକିଆ ଥାନା ଅଧିକାରୀ ସୁଜିତ ଦାସ.

ନିଲମ୍ବିତ ହେଲେ ରସିକିଆ ଥାନା ଅଧିକାରୀ ସୁଜିତ ଦାସ ନୟାଗଡ ୨୩/୬ ସରଣକୂଳ ଥାନା ଅଧିକାରୀ ସୁଜିତ ଦାସ ଙ୍କ ନାମ ରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ କୁନି ବେହେରା ନାମ୍ନୀ ଜଣେ ମହିଳା l ଜାମୁସାହି ଗ୍ରାମବାସୀ ଙ୍କ ସହ ଜାଗା ବାଡ଼ି ବିବାଦ ଅଭିଯୋଗ ନେଇ ଶରଣ କୁଳ ଥାନାକୁ ଯାଇଥିଲେ ମହିଳା l ପରେ ଥାନା ବାବୁ ମହିଳା ଙ୍କୁ ଫସାଇ ସମସ୍ୟା ର ସମାଧାନ କରିଦେବେ ବୋଲି କହି ନିଜେ ରହୁଥିବା ଭଡା ଘର କୁ ଫୋନ ରେ ଡକାଇ ମହିଳାଙ୍କ ଇଛା ବିରୋଧ ରେ ଦୁଷ୍କର୍ମ କରିଥିଲେ ବୋଲି ମହିଳାଅଭିଯୋଗ ନେଇ ନୟାଗଡ ଏସ ପି ଙ୍କ ଦ୍ଵାରାସ୍ଥ ହୋଇଥିଲେ l ଘଟଣା ର ତଦାରଖ ପରେ ଡିଜିପି କଟକ ଶରଣ କୁଳ ଥାନା ଅଧିକାରୀ ସୁଜିତ ଦାସଙ୍କୁ କାର୍ଯ୍ୟ ରୁ ନିଲମ୍ବନ କରିଛନ୍ତି l ନୟାଗଡ ରୁ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର