ନୟାଗଡ଼ ଜିଲ୍ଲା କୃଷକ ମୋର୍ଚା ର କମିଟି ଗଠନ ଘୋଷଣା କଲେ :ବିଜେପି ସଭାପତି

ନୟାଗଡ଼ ଜିଲ୍ଲା କୃଷକ ମୋର୍ଚା ର କମିଟି ଗଠନ ଘୋଷଣା କଲେ :ବିଜେପି ସଭାପତି

ନୟାଗଡ ତା ୧୨/୫/୨୬( ଅଶୋକ କୁମାର ସାଥୁଆ )ଈଶ୍ୱର କଲ୍ୟାଣ ମଣ୍ଡପ ଠାରେସାମ୍ବାଦିକ ସମ୍ମିଳନୀ, ଅନୁଷ୍ଠିତ,ବିଜେପି ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତି ଙ୍କ ଅନୁମୋଦନ କ୍ରମେ ଜିଲ୍ଲା କୃଷକ ମୋର୍ଚା ସଭାପତି ସଞ୍ଜୟ କୁମାର ନାୟକ, ରଂଜନ ପଣ୍ଡା ଜିଲ୍ଲାକମିଟି ର ନାମ ଘୋଷଣା କରିଥିଲେ ଏଥିରେ7ଜଣ ଉପସଭାପତି 4ଜଣ ସମ୍ପାଦକ,4ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧକ୍ଷ, ଗଣ ମାଧ୍ୟମ ପ୍ରମୁଖ ଓ ଜିଲ୍ଲା ସାମାଜିକ ଗଣ ମାଧ୍ୟମ ପ୍ରମୁଖବ୍ୟକ୍ତି ଙ୍କ ନାମ ଘୋଷଣା କରିଥିଲେ, ଏହି ସାମ୍ବାଦିକ ସମ୍ମିଳନୀ ରେ ଈଶ୍ୱର କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚା ର ସଭାପତି ସଞ୍ଜୟ ନାୟକ ଙ୍କ ସଭାପତିତ୍ବ ରେ ତଥା ଜିଲ୍ଲା ସାଧାରଣ ସମ୍ପାଦକ ରଂଜନ ପଣ୍ଡା ଙ୍କ ଉପସ୍ଥିତ ରେ ଜିଲ୍ଲା କମିଟି ରଘୋଷଣା ହୋଇଛି,ଜିଲ୍ଲା କମିଟି ର ଅନୁଭବି ଓ ଅଭିଜ୍ଞ କୃଷକ ନେତା ମାନଂକୁ ଦାୟିତ୍ୱ ପ୍ରଦାନ କରାଯାଇଛି, ଏହି ଜିଲ୍ଲା ର 22ଟି ମଣ୍ଡଳ ପାଇଁ ସଭାପତି ନିଯୁକ୍ତି କରି ଜିଲ୍ଲା କୃଷକ ମୋର୍ଚା ଯେପରି ଆଗାମୀ ଦିନ ରେ ଅଧିକ କ୍ରିୟାଶିଳ ହେବ ଓ ରାଜ୍ୟ ସରକାର ଙ୍କ ଦ୍ୱାରା କୃଷକ କଲ୍ୟାଣ ପାଇଁ ହୋଇଥିବା ଯୋଜନା ର ସୁଫଳ କିପରି ଅଧିକ ରୁ ଅଧିକ ଯୋଗ୍ୟ ହିତାଧିକାରୀ ପାଇ ପାରିବେ ସେ ଦିଗ ରେ ନିଷ୍ଠାବାନ ଉଦ୍ୟମ କରିବା ସହିତନୟାଗଡ଼ କୁ ଓଡ଼ିଶାରେ 1ନମ୍ୱର ଜିଲ୍ଲା ରେ ପରିଣତ କରିବାରେ ସଂକଳ୍ପ ନେଇ ଏହି ନୂତନ କାମ କମିଟି କରିବବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆ ଯାଇଥିବା ବେଳେ କାର୍ଯ୍ୟକ୍ରମ ର ଶେଷ ର ରାଜ୍ୟ କୃଷକ ମୋର୍ଚା ର କାର୍ଯ୍ୟକାରୀଣି ସଦସ୍ୟ ବସନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତ ଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ