କଳାହାଣ୍ଡି ଜିଲ୍ଲାରେ ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ କର୍ମଚାରୀ*

କଳାହାଣ୍ଡି ଜିଲ୍ଲାରେ ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ କର୍ମଚାରୀ*

*- କଳାହାଣ୍ଡି ଜିଲ୍ଲାରେ ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ କର୍ମଚାରୀ* *- ଲାଞ୍ଚ ନେଉଥିଲା ବେଳେ ଧରା ପଡ଼ିଲେ ଭବାନୀପାଟଣା ଭିବିଜି-ରାମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା* *- ୩୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ଧରିଛି* *- ଏକ ପୋଖରୀ କାମରେ ବିଲ୍ ପାସ୍ କରାଇଦେବାକୁ ପିସି ଦାବି କରିଥିଲେ* *- ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି*