*ନୟାଗଡ଼ ବୈଷ୍ଣୋ ଦେବୀ ମନ୍ଦିରରୁ ଚୋରି*

*ନୟାଗଡ଼ ବୈଷ୍ଣୋ ଦେବୀ ମନ୍ଦିରରୁ ଚୋରି*

*-ନୟାଗଡ଼: ଦ୍ୱିତୀୟ ବୈଷ୍ଣୋ ଦେବୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ*

*-ଅନ୍ଧାରର ସୁଯୋଗ ନେଇ ମା’ଙ୍କର ସମସ୍ତ ସୁନା ଅଳଙ୍କାର ଲୁଟି ନେଲେ*

*-କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିଲା*

*-ଲୁଟ୍‌ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ହେବ*

*-ଘଟଣାସ୍ଥଳରେ ଶରଣକୁଳ ଥାନା ପୋଲିସର ତଦନ୍ତ*