ପବିତ୍ର ରାମ ନବମୀ ଓ ବିଜେପି ର ୪୬ତମ ପ୍ରତିଷ୍ଠା ଦିବସ ପାଳନ କରାଗଲା। .

ପବିତ୍ର ରାମ ନବମୀ ଓ ବିଜେପି ର ୪୬ତମ ପ୍ରତିଷ୍ଠା ଦିବସ ପାଳନ କରାଗଲା। .

ପବିତ୍ର ରାମ ନବମୀ ଓ ବିଜେପି ର ୪୬ତମ ପ୍ରତିଷ୍ଠା ଦିବସ ପାଳନ କରାଗଲା। .

ଆଜି ତା ୦୬.୦୪.୨୦୨୫ ରିଖ ସକାଳ ୯ ଘଣ୍ଟା ୩୦ ମି ସମୟରେ ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ କୀର୍ତ୍ତନ ଦାସ ମହୋଦୟଙ୍କ ଆଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକଙ୍କ ସଭାପତିତ୍ୱ ରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ରତନପୁର ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ଵଛ ଭାରତ ଅଭିଯାନ ଓ ଭାରତୀୟ ଜନତା ପାର୍ଟି ର ୪୬ ତମ ପ୍ରତିଷ୍ଠା ଦିବସ  ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ପାଳନ କରାଗଲା ।
ଏହି କାର୍ଯ୍ୟକ୍ରମ ରେ ଆଙ୍କଶପୁର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବାବୁଲା ପାତ୍ର,ମନ୍ଦିର ପରିଚାଳକ ବାଲ୍ୟ ଦାସ,ବିଜୁପୁର ସମାଜ ସେବୀ ଶ୍ରୀମତୀ ରବିବାରି ଦାସ,ଅମର ଦାସ,ଶୁଭମ ଦାସ,ନିରୂପମା ଦାସ,ଶିବାନୀ ଦାସ,ସରଜିନୀ ଦାସ,କାଜଲ ଦାସ,ଆଶିଷ ଦାସ,ଲିପ୍ସା ଦାସ,ଦମ୍ବୁରୁ ଦାସ,ଓଁମ ଦାସଙ୍କ ସହ ବହୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ଶେଷରେ ଅମର ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।