*ପର୍ଯ୍ୟାପ୍ତ ପରିମାଣ ତେଲ ଅଛି- IOCL ସିଜିଏମ୍*
*-ବିଭିନ୍ନ ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗଣ ମନ୍ତ୍ରୀଙ୍କ ବୈଠକ*
*-ଲୋକସେବା ଭବନରେ ତୈଳ ସଙ୍କଟକୁ ନେଇ ଆଲୋଚନା*
*-ବୈଠକ ପରେ IOCL ସିଜିଏମ୍ କମଲ ସିଲ୍ଙ୍କ ସୂଚନା*
*-'ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣ ତେଲ ଅଛି; ଆତଙ୍କିତ ନହେବାକୁ ପରାମର୍ଶ'*
*-'ତେଲ ପାଇଁ ଲୋକ ଭୟଭୀତ ନହୋଇ ଆବଶ୍ୟକ ଅନୁସାରେ କିଣନ୍ତୁ'*


admin 
