*ନିଟ୍ କିଙ୍ଗପିନ୍ ଗିରଫ...*

*ନିଟ୍ କିଙ୍ଗପିନ୍ ଗିରଫ...*

*-ନିଟ୍‌ ପେପର ଲିକ୍‌ ମାମଲାରେ କିଙ୍ଗପିନ୍‌ଙ୍କୁ ଗିରଫ କଲା ସିବିଆଇ*

*-କିଙ୍ଗପିନ୍ ରସାୟନ ବିଜ୍ଞାନ ଅଧ୍ୟାପକ ପି.ଭି କୁଲକର୍ଣ୍ଣି ପୁନେରୁ ଗିରଫ*

*-ଗତ ଏପ୍ରିଲରେ ଅନ୍ୟ ଜଣେ ଅଭିଯୁକ୍ତ ସହ ମିଶି ଛାତ୍ରଙ୍କୁ ଏକାଠି କରିଥିଲେ*

*-ପୁଣେ ଘରେ ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର କୋଚିଂ କ୍ଲାସ ଆରମ୍ଭ କରିଥିଲେ*

*-ଏହି କୋଚିଂ କ୍ଲାସରେ ଛାତ୍ରଙ୍କୁ ବିକଳ୍ପ ସହ ପ୍ରଶ୍ନ ଦେଇଥିଲେ*

*-ଏସବୁ ପ୍ରଶ୍ନ ଗତ ୩ ତାରିଖ ପରୀକ୍ଷାର ପ୍ରଶ୍ନ ସହ ମେଳ ଖାଉଥିଲା- ସିବିଆଇ*

*-ମୋଟ୍ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି*