ପୁଣି_ମେୟରଙ୍କୁ_ବିରୋଧ .

ପୁଣି_ମେୟରଙ୍କୁ_ବିରୋଧ .
-ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କୁ ପୁଣି ବିରୋଧ
-୩୯ନଂ ୱାର୍ଡ କାର୍ଯ୍ୟାଳୟ ଉଦଘାଟନ ପାଇଁ ଆସିଥିବା ବେଳେ ବିରୋଧ
-ରାସ୍ତା ଉପରେ ମେୟରଙ୍କ ଫଟୋରେ ବ୍ୟାନ୍ ଲେଖି ପ୍ରତିବାଦ
-ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଥିବାରୁ ବିରୋଧ .