*ପୂର୍ବତନ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଗିରଫ...*

*ପୂର୍ବତନ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଗିରଫ...*

*-ସମ୍ବଲପୁର ଲଇଡ଼ା କଲେଜର ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ବସନ୍ତ ନାଏକ ଗିରଫ*

*-୭୩ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ*

*-ପ୍ରାୟ ୭ ବର୍ଷ କାର୍ଯ୍ୟକାଳରେ କଲେଜ ଫଣ୍ଡ ଆତ୍ମସାତ କରିଥିବା ଅଭିଯୋଗ*

*-ଲଇଡ଼ାସ୍ଥିତ ଦୁତିକା ସାହୁ କଲେଜର ଅଧ୍ୟକ୍ଷ ଥିଲେ ବସନ୍ତ ନାଏକ*