ମର୍ମନ୍ତୁଦ ଦୁର୍ଘଟଣା ରେ ବାପପୁଅ ମୃତ..

ମର୍ମନ୍ତୁଦ ଦୁର୍ଘଟଣା ରେ ବାପପୁଅ ମୃତ..

*-ବଲାଙ୍ଗିର-ସୋନପୁର ରାସ୍ତାର ଟୋଲଗେଟ୍‌ ନିକଟରେ ପିକ୍‌ଅପ୍‌-ବାଇକ୍‌ ଧକ୍କା*

*-ବାଇକ୍‌ରେ ଯାଉଥିବା ବାପା ଓ ଦେଢ଼ ବର୍ଷର ପୁଅ ମୃତ, ମାଆ ଗୁରୁତର*

*-ଦୁର୍ଘଟଣା ପରେ ଭଏଁସାପାଲି ଛକରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ବାରା ରାସ୍ତା ଅବରୋଧ*